or_tn/jhn/18/26.md

4 lines
691 B
Markdown
Raw Permalink Normal View History

2020-11-19 00:15:53 +00:00
# Did I not see you in the garden with him?
ଏହି ଟିପ୍ପଣୀର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଉଛିI ଏଠାରେ “ତାହାଙ୍କୁ” ଶବ୍ଦ ଯୀଶୁଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମକୁ ଜୀତବୃକ୍ଷ ଉଦ୍ୟାନରେ ବନ୍ଧା ହୋଇଥିବା ଲୋକ ସହିତ ଥିବା ଦେଖିଥିଲି ! ନୁହଁ କି?” (ଦେଖ: [[rc://*/ta/man/translate/figs-rquestion]] ଓ [[rc://*/ta/man/translate/figs-explicit]])