# Did I not see you in the garden with him? ଏହି ଟିପ୍ପଣୀର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଉଛିI ଏଠାରେ “ତାହାଙ୍କୁ” ଶବ୍ଦ ଯୀଶୁଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମକୁ ଜୀତବୃକ୍ଷ ଉଦ୍ୟାନରେ ବନ୍ଧା ହୋଇଥିବା ଲୋକ ସହିତ ଥିବା ଦେଖିଥିଲି ! ନୁହଁ କି?” (ଦେଖ: [[rc://*/ta/man/translate/figs-rquestion]] ଓ [[rc://*/ta/man/translate/figs-explicit]])