or_tn/jhn/14/intro.md

12 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# ଯୋହନ ୧୪ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା
### “ମୋହର ପିତାଙ୍କ ଗୃହ”
ଯୀଶୁ ସ୍ବର୍ଗ ସମ୍ବନ୍ଧରେ ଏହି ଶବ୍ଦଗୁଡିକ କହିଥିଲେ, ଯେଉଁଠାରେ ଈଶ୍ବର ବାସ କରନ୍ତି; ମନ୍ଦିର ସମ୍ବନ୍ଧରେ ନୁହେଁ I (ଦେଖ: [[rc://*/tw/dict/bible/kt/heaven]])
### ପବିତ୍ର ଆତ୍ମା
### ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ ଯେ ସେ ସେମାନଙ୍କ ନିକଟକୁ ପବିତ୍ର ଆତ୍ମା ପଠାଇବେ I ପବିତ୍ର ଆତ୍ମା ସାହାଯ୍ୟକାରୀ ଅଟନ୍ତି ([ଯୋହନ ୧୪:୧୬](../../jhn/14/16.md)) ଯେ ସର୍ବଦା ଈଶ୍ବରଙ୍କ ଲୋକମାନଙ୍କ ସହିତ ରହି ସେମାନଙ୍କୁ ସାହାଯ୍ୟ କରନ୍ତି ଓ ସେମାନଙ୍କ ନିମନ୍ତେ ଈଶ୍ବରଙ୍କୁ କଥା କହନ୍ତି I ସେ ମଧ୍ୟ ସତ୍ୟମୟ ଆତ୍ମା ଅଟନ୍ତି ([ଯୋହନ ୧୪:୧୭](../../jhn/14/17.md)) ଯେ ଈଶ୍ବରଙ୍କ ବିଷୟରେ ସତ୍ୟ କଅଣ, ତାହା ଈଶ୍ବରଙ୍କ ଲୋକମାନଙ୍କୁ କହନ୍ତି, ଯେପରି ସେମାନେ ତାହାଙ୍କୁ ଭଲରୂପେ ଜାଣି ତାହାଙ୍କ ସେବା କରି ପାରିବେ I (ଦେଖ: [[rc://*/tw/dict/bible/kt/holyspirit]])