or_tn/jhn/08/59.md

4 lines
822 B
Markdown
Raw Permalink Normal View History

2020-11-19 00:15:53 +00:00
# Then they picked up stones to throw at him
ଯିହୁଦୀ ନେତାମନେ ଯୀଶୁ କହିଥିବା କଥାରେ କ୍ରୋଧାନ୍ବିତ ହେଲେ I ଏଠାରେ ଏହା ସୂଚାଇ ଦିଏ ଯେ ସେ ଆପଣାକୁ ଈଶ୍ବରଙ୍କ ସହ ସମାନ କରୁଥିବା ହେତୁ ସେମାନେ ତାହାଙ୍କୁ ବଧ କରିବାକୁ ଚାହୁଁଥିଲେ I ଅନ୍ୟ ଏକ ଅନୁବାଦରେ: “ସେଥିରେ ସେମାନେ ତାହାଙ୍କୁ ବଧ କରିବାକୁ ପଥର ଉଠାଇଲେ, ଯେହେତୁ ସେ ଆପଣାକୁ ଈଶ୍ବରଙ୍କ ସହ ସମାନ ହେବା ଦାବୀ କରୁଥିଲେ” (ଦେଖ: [[rc://*/ta/man/translate/figs-explicit]])