# Then they picked up stones to throw at him ଯିହୁଦୀ ନେତାମନେ ଯୀଶୁ କହିଥିବା କଥାରେ କ୍ରୋଧାନ୍ବିତ ହେଲେ I ଏଠାରେ ଏହା ସୂଚାଇ ଦିଏ ଯେ ସେ ଆପଣାକୁ ଈଶ୍ବରଙ୍କ ସହ ସମାନ କରୁଥିବା ହେତୁ ସେମାନେ ତାହାଙ୍କୁ ବଧ କରିବାକୁ ଚାହୁଁଥିଲେ I ଅନ୍ୟ ଏକ ଅନୁବାଦରେ: “ସେଥିରେ ସେମାନେ ତାହାଙ୍କୁ ବଧ କରିବାକୁ ପଥର ଉଠାଇଲେ, ଯେହେତୁ ସେ ଆପଣାକୁ ଈଶ୍ବରଙ୍କ ସହ ସମାନ ହେବା ଦାବୀ କରୁଥିଲେ” (ଦେଖ: [[rc://*/ta/man/translate/figs-explicit]])