or_tn/jhn/08/35.md

8 lines
769 B
Markdown
Raw Permalink Normal View History

2020-11-19 00:15:53 +00:00
# in the house
ଏଠାରେ “ଗୃହ” “ପରିବାର” ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଗୋଟିଏ ପରିବାରର ଜଣେ ସ୍ଥାୟୀ ସଦସ୍ୟ ସଦୃଶ” (ଦେଖ: [[rc://*/ta/man/translate/figs-metonymy]])
# the son remains forever
ଏହା ଏକ ଶବ୍ଦର ବିଲୋପ ଅଟେ I ଅନ୍ତର୍ନିହିତ ଶବ୍ଦକୁ ସଂଯୁକ୍ତ କରି ତୁମେ ଏହାକୁ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପୁତ୍ର ଚିରକାଳ ପରିବାରର ସଦସ୍ୟ ଅଟେ” (ଦେଖ: [[rc://*/ta/man/translate/figs-ellipsis]])