# in the house ଏଠାରେ “ଗୃହ” “ପରିବାର” ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଗୋଟିଏ ପରିବାରର ଜଣେ ସ୍ଥାୟୀ ସଦସ୍ୟ ସଦୃଶ” (ଦେଖ: [[rc://*/ta/man/translate/figs-metonymy]]) # the son remains forever ଏହା ଏକ ଶବ୍ଦର ବିଲୋପ ଅଟେ I ଅନ୍ତର୍ନିହିତ ଶବ୍ଦକୁ ସଂଯୁକ୍ତ କରି ତୁମେ ଏହାକୁ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପୁତ୍ର ଚିରକାଳ ପରିବାରର ସଦସ୍ୟ ଅଟେ” (ଦେଖ: [[rc://*/ta/man/translate/figs-ellipsis]])