8 lines
982 B
Markdown
8 lines
982 B
Markdown
|
# I would lose not one of all those
|
||
|
|
||
|
ଏଠାରେ ଗୁରୁତ୍ବ ଦେବା ନିମନ୍ତେ ନମନୀୟ ଶବ୍ଦ ବ୍ୟବହୃତ ହୋଇଅଛି ଯାହା ଯୀଶୁ ସେହି ସମସ୍ତଙ୍କୁ ରକ୍ଷା କରିବେ ଯେଉଁମାନଙ୍କୁ ଈଶ୍ବର ତାହାଙ୍କୁ ଦିଅନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ସେ ସମସ୍ତଙ୍କୁ ରକ୍ଷା କରିବା ଉଚିତ” (ଦେଖ: [[rc://*/ta/man/translate/figs-litotes]])
|
||
|
|
||
|
# will raise them up
|
||
|
|
||
|
ଏଠାରେ ଉଠାଇବା ଏକ ରୂଢ଼ି ଅଟେ, ଯାହା ମୃତ ହୋଇଥିବା ଜଣକୁ ପୁନର୍ବାର ଜୀବିତ କରାଇବା ବିଷୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପୁନର୍ବାର ଜୀବିତ କରାଇବା” (ଦେଖ: [[rc://*/ta/man/translate/figs-idiom]])
|