# I would lose not one of all those ଏଠାରେ ଗୁରୁତ୍ବ ଦେବା ନିମନ୍ତେ ନମନୀୟ ଶବ୍ଦ ବ୍ୟବହୃତ ହୋଇଅଛି ଯାହା ଯୀଶୁ ସେହି ସମସ୍ତଙ୍କୁ ରକ୍ଷା କରିବେ ଯେଉଁମାନଙ୍କୁ ଈଶ୍ବର ତାହାଙ୍କୁ ଦିଅନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ସେ ସମସ୍ତଙ୍କୁ ରକ୍ଷା କରିବା ଉଚିତ” (ଦେଖ: [[rc://*/ta/man/translate/figs-litotes]]) # will raise them up ଏଠାରେ ଉଠାଇବା ଏକ ରୂଢ଼ି ଅଟେ, ଯାହା ମୃତ ହୋଇଥିବା ଜଣକୁ ପୁନର୍ବାର ଜୀବିତ କରାଇବା ବିଷୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପୁନର୍ବାର ଜୀବିତ କରାଇବା” (ଦେଖ: [[rc://*/ta/man/translate/figs-idiom]])