or_tn/jhn/04/12.md

12 lines
698 B
Markdown
Raw Permalink Normal View History

2020-11-19 00:15:53 +00:00
# You are not greater, are you, than our father Jacob ... cattle?
ଏହି ଟିପ୍ପଣୀକୁ ଗୁରୁତ୍ବାରୋପ କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ଆପଣ ଆମ୍ଭମାନଙ୍କ ପିତା ଯାକୁବଙ୍କ ଅପେକ୍ଷା ଶ୍ରେଷ୍ଠ ନୁହନ୍ତି ...ପଶୁପଲ !” (ଦେଖ: [[rc://*/ta/man/translate/figs-rquestion]])
# our father Jacob
ଆମ୍ଭମାନଙ୍କ ପିତୃପୁରୁଷ ଯାକୁବ
# drank from it
ଏଥିରୁ ଜଳ ପାନ କରୁଥିଲେ