or_tn/jhn/01/29.md

8 lines
689 B
Markdown
Raw Permalink Normal View History

2020-11-19 00:15:53 +00:00
# Lamb of God
ଏହା ଏକ ରୂପକ ଅଟେ ଯାହା ଈଶ୍ବରଙ୍କ ନିଷ୍କଳଙ୍କ ବଳିଦାନକୁ ବୁଝାଏ I ଯୀଶୁ “ଈଶ୍ବରଙ୍କ ମେଷଶାବକ” କୁହାଯାଏ, କାରଣ ସେ ଲୋକମାନଙ୍କ ପାପର ପ୍ରାୟଶ୍ଚିତ୍ତ ନିମନ୍ତେ ଉତ୍ସର୍ଗୀକୃତ ହେଲେ I (ଦେଖ: [[rc://*/ta/man/translate/figs-metaphor]])
# world
“ଜଗତ” ଶବ୍ଦ ଏକ ରୂପକ ଅଟେ ଏବଂ ଜଗତର ସମସ୍ତ ଲୋକମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])