# Lamb of God ଏହା ଏକ ରୂପକ ଅଟେ ଯାହା ଈଶ୍ବରଙ୍କ ନିଷ୍କଳଙ୍କ ବଳିଦାନକୁ ବୁଝାଏ I ଯୀଶୁ “ଈଶ୍ବରଙ୍କ ମେଷଶାବକ” କୁହାଯାଏ, କାରଣ ସେ ଲୋକମାନଙ୍କ ପାପର ପ୍ରାୟଶ୍ଚିତ୍ତ ନିମନ୍ତେ ଉତ୍ସର୍ଗୀକୃତ ହେଲେ I (ଦେଖ: [[rc://*/ta/man/translate/figs-metaphor]]) # world “ଜଗତ” ଶବ୍ଦ ଏକ ରୂପକ ଅଟେ ଏବଂ ଜଗତର ସମସ୍ତ ଲୋକମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])