or_tn/jas/05/16.md

20 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଯେହେତୁ ସେମାନେ ଯିହୁଦୀ ବିଶ୍ବାସୀମାନେ ଥିଲେ, ଯାକୁବ ଜଣେ ପୁରାତନ ଭବିଷ୍ୟତ ବକ୍ତାମାନଙ୍କ ମଧ୍ୟରୁ ଜଣକୁ ସ୍ମରଣ କରି ପ୍ରାର୍ଥନା କରିବା ନିମନ୍ତେ ସ୍ଣରଣ କରାଇ ଦିଅନ୍ତି ଏବଂ ଯାହା ସେହି ଭାବବାଦୀଙ୍କର ଉପଯୋଗୀ ପ୍ରାର୍ଥନା ଥିଲା ।
# So confess your sins
ଅନ୍ୟ ବିଶ୍ବାସୀମାନଙ୍କ ନିକଟରେ ତୁମମାନଙ୍କ ଭୂଲକୁ ବା ପାପକୁ ସ୍ବୀକାର କର ତେବେ ତୁମେମାନେ କ୍ଷମା ପାଇବ ।
# to one another
ପରସ୍ପର ନିକଟରେ
# so that you may be healed
ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ତେବେ ଈଶ୍ବର ତୁମମାନଙ୍କୁ ସୁସ୍ଥ କରିବେ” (ଦେଖ: [[rc://*/ta/man/translate/figs-activepassive]])
# The prayer of a righteous person is very strong in its working
ପ୍ରାର୍ଥନାକୁ ଏକ ବସ୍ତୁ ରୂପରେ ଉପସ୍ଥାପନା କରାଯାଇଛି ଯେପରି ତାହା ଦୃଢ ଏବଂ ଶକ୍ତିଶାଳୀ ଥିଲା । ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଜଣେ ବ୍ୟକ୍ତି ଈଶ୍ବରଙ୍କ ଆଜ୍ଞା ପାଳନ କରି ପ୍ରାର୍ଥନା କରେ, ଈଶ୍ବର ମହାନ୍ କାର୍ଯ୍ୟ କରିବେ” (ଦେଖ: [[rc://*/ta/man/translate/figs-metaphor]])