# General Information: ଯେହେତୁ ସେମାନେ ଯିହୁଦୀ ବିଶ୍ବାସୀମାନେ ଥିଲେ, ଯାକୁବ ଜଣେ ପୁରାତନ ଭବିଷ୍ୟତ ବକ୍ତାମାନଙ୍କ ମଧ୍ୟରୁ ଜଣକୁ ସ୍ମରଣ କରି ପ୍ରାର୍ଥନା କରିବା ନିମନ୍ତେ ସ୍ଣରଣ କରାଇ ଦିଅନ୍ତି ଏବଂ ଯାହା ସେହି ଭାବବାଦୀଙ୍କର ଉପଯୋଗୀ ପ୍ରାର୍ଥନା ଥିଲା । # So confess your sins ଅନ୍ୟ ବିଶ୍ବାସୀମାନଙ୍କ ନିକଟରେ ତୁମମାନଙ୍କ ଭୂଲକୁ ବା ପାପକୁ ସ୍ବୀକାର କର ତେବେ ତୁମେମାନେ କ୍ଷମା ପାଇବ । # to one another ପରସ୍ପର ନିକଟରେ # so that you may be healed ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ତେବେ ଈଶ୍ବର ତୁମମାନଙ୍କୁ ସୁସ୍ଥ କରିବେ” (ଦେଖ: [[rc://*/ta/man/translate/figs-activepassive]]) # The prayer of a righteous person is very strong in its working ପ୍ରାର୍ଥନାକୁ ଏକ ବସ୍ତୁ ରୂପରେ ଉପସ୍ଥାପନା କରାଯାଇଛି ଯେପରି ତାହା ଦୃଢ ଏବଂ ଶକ୍ତିଶାଳୀ ଥିଲା । ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଜଣେ ବ୍ୟକ୍ତି ଈଶ୍ବରଙ୍କ ଆଜ୍ଞା ପାଳନ କରି ପ୍ରାର୍ଥନା କରେ, ଈଶ୍ବର ମହାନ୍ କାର୍ଯ୍ୟ କରିବେ” (ଦେଖ: [[rc://*/ta/man/translate/figs-metaphor]])