8 lines
1.3 KiB
Markdown
8 lines
1.3 KiB
Markdown
|
# Is anyone among you suffering hardship? Let him pray
|
||
|
|
||
|
ଯାକୁବ ପାଠକମାନଙ୍କୁ ସେମାନଙ୍କ ଆବଶ୍ୟକତା ବିଷୟରେ ଚିନ୍ତା କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି । ଏହାକୁ ଏକ ସରଳ ବାକ୍ୟରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯଦି କେହି ଦୁଖଃଭୋଗ କରୁଅଛି, ସେ ପ୍ରାର୍ଥନା କରିବା ଉଚିତ” (ଦେଖ: [[rc://*/ta/man/translate/figs-rquestion]])
|
||
|
|
||
|
# Is anyone cheerful? Let him sing praise
|
||
|
|
||
|
ଯାକୁବ ପାଠକମାନଙ୍କୁ ସେମାନଙ୍କ ଆର୍ଶିବାଦ ବିଷୟରେ ଚିନ୍ତା କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି । ଏହାକୁ ଏକ ସରଳ ବାକ୍ୟରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯଦି କେହି ଆନନ୍ଦିତ ଅଟେ, ସେ ପ୍ରଶଂସାର ଗୀତ ଗାନ କରିବା ଉଚିତ” (ଦେଖ: [[rc://*/ta/man/translate/figs-rquestion]])
|