# Is anyone among you suffering hardship? Let him pray ଯାକୁବ ପାଠକମାନଙ୍କୁ ସେମାନଙ୍କ ଆବଶ୍ୟକତା ବିଷୟରେ ଚିନ୍ତା କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି । ଏହାକୁ ଏକ ସରଳ ବାକ୍ୟରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯଦି କେହି ଦୁଖଃଭୋଗ କରୁଅଛି, ସେ ପ୍ରାର୍ଥନା କରିବା ଉଚିତ” (ଦେଖ: [[rc://*/ta/man/translate/figs-rquestion]]) # Is anyone cheerful? Let him sing praise ଯାକୁବ ପାଠକମାନଙ୍କୁ ସେମାନଙ୍କ ଆର୍ଶିବାଦ ବିଷୟରେ ଚିନ୍ତା କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି । ଏହାକୁ ଏକ ସରଳ ବାକ୍ୟରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯଦି କେହି ଆନନ୍ଦିତ ଅଟେ, ସେ ପ୍ରଶଂସାର ଗୀତ ଗାନ କରିବା ଉଚିତ” (ଦେଖ: [[rc://*/ta/man/translate/figs-rquestion]])