or_tn/jas/03/16.md

12 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# For where there are jealousy and ambition, there is confusion and every evil practice
ଏହାକୁ ଭାବବାଚକ ସର୍ବନାମ “ଇର୍ଷା”, “ଉଚ୍ଚାଭିଳାଷ” ଓ “ଦ୍ବନ୍ଧ”କୁ ଦୂର କରି ପୁନ୍ନରୁକ୍ତି କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଲୋକମାନେ ଇର୍ଷା ଓ ସ୍ବାର୍ଥପର ହୁଅନ୍ତି, ଏହା ସେମାନଙ୍କୁ ଖଳ ଏବଂ ମନ୍ଦ ଉପାୟରେ କାର୍ଯ୍ୟ କରିବାର କାରଣ ହୁଏ” (ଦେଖେ: [[rc://*/ta/man/translate/figs-abstractnouns]])
# there is confusion
ସେଠାରେ ବିଶୃଙ୍ଖଳା ରହିଛି ବା “ ସେଠାରେ ଭ୍ରାନ୍ତ ରହିଛି”
# every evil practice
ସମସ୍ତ ପ୍ରକାରର ପାପମୟ ଆଚରଣ କିମ୍ବା “ସମସ୍ତ ପ୍ରକାରର ଦୁଷ୍ଟ କର୍ମ”