# For where there are jealousy and ambition, there is confusion and every evil practice ଏହାକୁ ଭାବବାଚକ ସର୍ବନାମ “ଇର୍ଷା”, “ଉଚ୍ଚାଭିଳାଷ” ଓ “ଦ୍ବନ୍ଧ”କୁ ଦୂର କରି ପୁନ୍ନରୁକ୍ତି କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଲୋକମାନେ ଇର୍ଷା ଓ ସ୍ବାର୍ଥପର ହୁଅନ୍ତି, ଏହା ସେମାନଙ୍କୁ ଖଳ ଏବଂ ମନ୍ଦ ଉପାୟରେ କାର୍ଯ୍ୟ କରିବାର କାରଣ ହୁଏ” (ଦେଖେ: [[rc://*/ta/man/translate/figs-abstractnouns]]) # there is confusion ସେଠାରେ ବିଶୃଙ୍ଖଳା ରହିଛି ବା “ ସେଠାରେ ଭ୍ରାନ୍ତ ରହିଛି” # every evil practice ସମସ୍ତ ପ୍ରକାରର ପାପମୟ ଆଚରଣ କିମ୍ବା “ସମସ୍ତ ପ୍ରକାରର ଦୁଷ୍ଟ କର୍ମ”