or_tn/heb/13/16.md

8 lines
785 B
Markdown
Raw Permalink Normal View History

2020-11-19 00:15:53 +00:00
# Let us not forget doing good and helping one another
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆସୁ, ଆମ୍ଭେମାନେ ସର୍ବଦା ସତ୍କର୍ମ କରିବାକୁ ଓ ଅନ୍ୟମାନଙ୍କର ଉପକାର କରିବାକୁ ସ୍ମରଣରେ ରଖୁ” (ଦେଖ: [[rc://*/ta/man/translate/figs-litotes]])
# with such sacrifices
ସତ୍କର୍ମ କରିବା ଓ ଅନ୍ୟମାନଙ୍କର ଉପକାର କରିବା ବିଷୟରେ କୁହାଯାଏ ଯେପରି ତାହା ବେଦୀ ଉପରେ ବଳିଦାନ ଅଟେ I (ଦେଖ: [[rc://*/ta/man/translate/figs-metaphor]])