# Let us not forget doing good and helping one another ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆସୁ, ଆମ୍ଭେମାନେ ସର୍ବଦା ସତ୍କର୍ମ କରିବାକୁ ଓ ଅନ୍ୟମାନଙ୍କର ଉପକାର କରିବାକୁ ସ୍ମରଣରେ ରଖୁ” (ଦେଖ: [[rc://*/ta/man/translate/figs-litotes]]) # with such sacrifices ସତ୍କର୍ମ କରିବା ଓ ଅନ୍ୟମାନଙ୍କର ଉପକାର କରିବା ବିଷୟରେ କୁହାଯାଏ ଯେପରି ତାହା ବେଦୀ ଉପରେ ବଳିଦାନ ଅଟେ I (ଦେଖ: [[rc://*/ta/man/translate/figs-metaphor]])