or_tn/heb/13/01.md

8 lines
729 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଏହି ଶେଷ ଭାଗରେ, ଲେଖକ ବିଶ୍ବାସୀମାନଙ୍କୁ ନିର୍ଦ୍ଦିଷ୍ଟ ଶିକ୍ଷାଗୁଡିକ ଦେଉଛନ୍ତି ଯେ ସେମାନେ କିପରି ଜୀବନଯାପନ କରିବା ଉଚିତ I
# Let brotherly love continue
ତୁମ୍ଭମାନଙ୍କ ପରିବାରର ଜଣେ ସଦସ୍ୟଙ୍କ ପ୍ରତି ତୁମ୍ଭେମାନେ ଯେପରି ପ୍ରେମ କରୁଅଛ, ସେପରି ଅନ୍ୟ ବିଶ୍ବାସୀମାନଙ୍କ ପ୍ରତି ମଧ୍ୟ ତୁମ୍ଭମାନଙ୍କର ପ୍ରେମ ପ୍ରଦର୍ଶନ କରୁଥାଅ