# Connecting Statement: ଏହି ଶେଷ ଭାଗରେ, ଲେଖକ ବିଶ୍ବାସୀମାନଙ୍କୁ ନିର୍ଦ୍ଦିଷ୍ଟ ଶିକ୍ଷାଗୁଡିକ ଦେଉଛନ୍ତି ଯେ ସେମାନେ କିପରି ଜୀବନଯାପନ କରିବା ଉଚିତ I # Let brotherly love continue ତୁମ୍ଭମାନଙ୍କ ପରିବାରର ଜଣେ ସଦସ୍ୟଙ୍କ ପ୍ରତି ତୁମ୍ଭେମାନେ ଯେପରି ପ୍ରେମ କରୁଅଛ, ସେପରି ଅନ୍ୟ ବିଶ୍ବାସୀମାନଙ୍କ ପ୍ରତି ମଧ୍ୟ ତୁମ୍ଭମାନଙ୍କର ପ୍ରେମ ପ୍ରଦର୍ଶନ କରୁଥାଅ