or_tn/heb/10/16.md

12 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# with them
ମୋହର ଲୋକମାନଙ୍କ ସହିତ
# after those days
ଯେତେବେଳେ ମୋହର ଲୋକମାନଙ୍କ ସହିତ ପ୍ରଥମ ନିୟମର ସମୟ ଶେଷ ହେଲା
# I will put my laws in their hearts
ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଆନ୍ତରିକ ପୁରୁଷ ନିମନ୍ତେ ଏକ ରୁପକ ଅଟେ I “ସେମାନଙ୍କ ହୃଦୟରେ ଲେଖ” ବାକ୍ୟାଂଶଟି ବ୍ୟବସ୍ଥା ପାଳନ କରିବା ନିମନ୍ତେ ସେମାନଙ୍କୁ ସକ୍ଷମ କରିବା ନିମନ୍ତେ ଏକ ରୂପକ ଅଟେ I ଅନ୍ୟଏକ ଅନୁବାଦରେ: “ଆମ୍ଭର ବ୍ୟବସ୍ଥା ପାଳନ କରିବା ନିମନ୍ତେ ଆମ୍ଭେ ସେମାନଙ୍କୁ ସକ୍ଷମ କରିବା”(ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-metaphor]])