# with them ମୋହର ଲୋକମାନଙ୍କ ସହିତ # after those days ଯେତେବେଳେ ମୋହର ଲୋକମାନଙ୍କ ସହିତ ପ୍ରଥମ ନିୟମର ସମୟ ଶେଷ ହେଲା # I will put my laws in their hearts ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଆନ୍ତରିକ ପୁରୁଷ ନିମନ୍ତେ ଏକ ରୁପକ ଅଟେ I “ସେମାନଙ୍କ ହୃଦୟରେ ଲେଖ” ବାକ୍ୟାଂଶଟି ବ୍ୟବସ୍ଥା ପାଳନ କରିବା ନିମନ୍ତେ ସେମାନଙ୍କୁ ସକ୍ଷମ କରିବା ନିମନ୍ତେ ଏକ ରୂପକ ଅଟେ I ଅନ୍ୟଏକ ଅନୁବାଦରେ: “ଆମ୍ଭର ବ୍ୟବସ୍ଥା ପାଳନ କରିବା ନିମନ୍ତେ ଆମ୍ଭେ ସେମାନଙ୍କୁ ସକ୍ଷମ କରିବା”(ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-metaphor]])