or_tn/heb/06/10.md

8 lines
947 B
Markdown
Raw Permalink Normal View History

2020-11-19 00:15:53 +00:00
# For God is not so unjust that he would forget
ଏହି ଯୁଗ୍ମ ନକାରାତ୍ମକ ବିଷୟର ଅର୍ଥ ଯେ ଈଶ୍ବର ଆପଣା ନ୍ୟାୟରେ ତାହାଙ୍କ ଲୋକମାନେ କରିଥିବା ଉତ୍ତମ କର୍ମ ସବୁକୁ ସ୍ମରଣ କରିବେ I ଅନ୍ୟଏକ ଅନୁବାଦରେ: “କାରଣ ଈଶ୍ବର ନ୍ୟାୟବାନ୍ ଏବଂ ସେଥିନିମନ୍ତେ ସେ ନିଶ୍ଚିତଭାବରେ ସ୍ମରଣ କରିବେ” (ଦେଖ: [[rc://*/ta/man/translate/figs-doublenegatives]])
# for his name
ଈଶ୍ବରଙ୍କ “ନାମ” ଗୋଟିଏ ରୂପକ ଅଟେ ଯାହା ସ୍ବୟଂ ଈଶ୍ବରଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ତାହାଙ୍କ ନିମନ୍ତେ” (ଦେଖ: [[rc://*/ta/man/translate/figs-metonymy]])