# For God is not so unjust that he would forget ଏହି ଯୁଗ୍ମ ନକାରାତ୍ମକ ବିଷୟର ଅର୍ଥ ଯେ ଈଶ୍ବର ଆପଣା ନ୍ୟାୟରେ ତାହାଙ୍କ ଲୋକମାନେ କରିଥିବା ଉତ୍ତମ କର୍ମ ସବୁକୁ ସ୍ମରଣ କରିବେ I ଅନ୍ୟଏକ ଅନୁବାଦରେ: “କାରଣ ଈଶ୍ବର ନ୍ୟାୟବାନ୍ ଏବଂ ସେଥିନିମନ୍ତେ ସେ ନିଶ୍ଚିତଭାବରେ ସ୍ମରଣ କରିବେ” (ଦେଖ: [[rc://*/ta/man/translate/figs-doublenegatives]]) # for his name ଈଶ୍ବରଙ୍କ “ନାମ” ଗୋଟିଏ ରୂପକ ଅଟେ ଯାହା ସ୍ବୟଂ ଈଶ୍ବରଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ତାହାଙ୍କ ନିମନ୍ତେ” (ଦେଖ: [[rc://*/ta/man/translate/figs-metonymy]])