or_tn/heb/04/15.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# we do not have a high priest who cannot feel sympathy ... Instead, we have
ଏହି ଯୁଗ୍ମ ନକାରାତ୍ମକ ବିଷୟର ଅର୍ଥ ଏହା ଯେ, ପ୍ରକୃତରେ, ଯୀଶୁ ଲୋକମାନଙ୍କୁ ସହାନୁଭୂତି ଦେଖାନ୍ତି I ଅନ୍ୟଏକ ଅନୁବାଦରେ: “ଆମ୍ଭମାନଙ୍କର ଜଣେ ମହାଯାଜକ ଅଛନ୍ତି ଯେ ପ୍ରକୃତରେ ... ସହାନୁଭୂତି ଦେଖାନ୍ତି, ଆମ୍ଭମାନଙ୍କର ଅଛନ୍ତି” (ଦେଖ: [[rc://*/ta/man/translate/figs-doublenegatives]])
# who has in all ways been tempted as we are
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେ ସର୍ବତ୍ରୋଭାବରେ ପରୀକ୍ଷା ସହ୍ୟ କଲେ ଯେପରି ଆମ୍ଭେମାନେ କରିଅଛୁ” କିମ୍ବା “ଯାହାଙ୍କୁ ଶୟତାନ ସମସ୍ତ ବିଷୟରେ ପରୀକ୍ଷା କଲା ସେହିପରି ଭାବରେ ଆମ୍ଭମାନଙ୍କୁ ପରୀକ୍ଷା କରେ” (ଦେଖ: [[rc://*/ta/man/translate/figs-activepassive]])
# he is without sin
ସେ ପାପ କଲେ ନାହିଁ