# we do not have a high priest who cannot feel sympathy ... Instead, we have ଏହି ଯୁଗ୍ମ ନକାରାତ୍ମକ ବିଷୟର ଅର୍ଥ ଏହା ଯେ, ପ୍ରକୃତରେ, ଯୀଶୁ ଲୋକମାନଙ୍କୁ ସହାନୁଭୂତି ଦେଖାନ୍ତି I ଅନ୍ୟଏକ ଅନୁବାଦରେ: “ଆମ୍ଭମାନଙ୍କର ଜଣେ ମହାଯାଜକ ଅଛନ୍ତି ଯେ ପ୍ରକୃତରେ ... ସହାନୁଭୂତି ଦେଖାନ୍ତି, ଆମ୍ଭମାନଙ୍କର ଅଛନ୍ତି” (ଦେଖ: [[rc://*/ta/man/translate/figs-doublenegatives]]) # who has in all ways been tempted as we are ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେ ସର୍ବତ୍ରୋଭାବରେ ପରୀକ୍ଷା ସହ୍ୟ କଲେ ଯେପରି ଆମ୍ଭେମାନେ କରିଅଛୁ” କିମ୍ବା “ଯାହାଙ୍କୁ ଶୟତାନ ସମସ୍ତ ବିଷୟରେ ପରୀକ୍ଷା କଲା ସେହିପରି ଭାବରେ ଆମ୍ଭମାନଙ୍କୁ ପରୀକ୍ଷା କରେ” (ଦେଖ: [[rc://*/ta/man/translate/figs-activepassive]]) # he is without sin ସେ ପାପ କଲେ ନାହିଁ