or_tn/heb/02/08.md

16 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# his feet ... to him
ଏଠାରେ, ଏହି ବାକ୍ୟାଂଶଗୁଡିକ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ନୁହେଁ, କିନ୍ତୁ ସାଧାରଣଭାବରେ ମନୁଷ୍ୟମାନଙ୍କୁ, ଉଭୟ ପୁରୁଷ ଓ ସ୍ତ୍ରୀଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେମାନଙ୍କର ପାଦତଳେ ସମସ୍ତ ବିଷୟ ରଖିଅଛ” (ଦେଖ: [[rc://*/ta/man/translate/figs-genericnoun]] ଓ [[rc://*/ta/man/translate/figs-gendernotations]])
# You put everything in subjection under his feet
ଲେଖକ ମନୁଷ୍ୟର ସମସ୍ତ ବିଷୟ ଉପରେ ଅଧିକାର ବିଷୟରେ କହନ୍ତି ଯେପରି ସେମାନେ ସମସ୍ତ ବିଷୟ ଉପରେ ପାଦରଖି ଯାଇଛନ୍ତି I ଅନ୍ୟଏକ ଅନୁବାଦରେ: “ତୁମ୍ଭେ ସେମାନଙ୍କୁ ସମସ୍ତ ବିଷୟ ଉପରେ ଅଧିକାର ଦେଇଅଛ” (ଦେଖ: [[rc://*/ta/man/translate/figs-metaphor]])
# He did not leave anything not subjected to him
ଏହି ଦୁଇଟି ନକାରାତ୍ମକ ବିଷୟର ଅର୍ଥ ଯେ ସମସ୍ତ ବିଷୟ ଖ୍ରୀଷ୍ଟଙ୍କର ବଶୀଭୂତ ହେବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ସମସ୍ତ ବିଷୟ ସେମାନଙ୍କର ବଶୀଭୂତ କଲେ” (ଦେଖ: [[rc://*/ta/man/translate/figs-doublenegatives]])
# we do not yet see everything subjected to him
ଆମ୍ଭେମାନେ ଜାଣୁ ଯେ ମନୁଷ୍ୟମାନେ ଏପର୍ଯ୍ୟନ୍ତ ସମସ୍ତ ବିଷୟକୁ ଅଧୀନସ୍ଥ କରି ନାହାନ୍ତି I