# his feet ... to him ଏଠାରେ, ଏହି ବାକ୍ୟାଂଶଗୁଡିକ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ନୁହେଁ, କିନ୍ତୁ ସାଧାରଣଭାବରେ ମନୁଷ୍ୟମାନଙ୍କୁ, ଉଭୟ ପୁରୁଷ ଓ ସ୍ତ୍ରୀଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେମାନଙ୍କର ପାଦତଳେ ସମସ୍ତ ବିଷୟ ରଖିଅଛ” (ଦେଖ: [[rc://*/ta/man/translate/figs-genericnoun]] ଓ [[rc://*/ta/man/translate/figs-gendernotations]]) # You put everything in subjection under his feet ଲେଖକ ମନୁଷ୍ୟର ସମସ୍ତ ବିଷୟ ଉପରେ ଅଧିକାର ବିଷୟରେ କହନ୍ତି ଯେପରି ସେମାନେ ସମସ୍ତ ବିଷୟ ଉପରେ ପାଦରଖି ଯାଇଛନ୍ତି I ଅନ୍ୟଏକ ଅନୁବାଦରେ: “ତୁମ୍ଭେ ସେମାନଙ୍କୁ ସମସ୍ତ ବିଷୟ ଉପରେ ଅଧିକାର ଦେଇଅଛ” (ଦେଖ: [[rc://*/ta/man/translate/figs-metaphor]]) # He did not leave anything not subjected to him ଏହି ଦୁଇଟି ନକାରାତ୍ମକ ବିଷୟର ଅର୍ଥ ଯେ ସମସ୍ତ ବିଷୟ ଖ୍ରୀଷ୍ଟଙ୍କର ବଶୀଭୂତ ହେବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ସମସ୍ତ ବିଷୟ ସେମାନଙ୍କର ବଶୀଭୂତ କଲେ” (ଦେଖ: [[rc://*/ta/man/translate/figs-doublenegatives]]) # we do not yet see everything subjected to him ଆମ୍ଭେମାନେ ଜାଣୁ ଯେ ମନୁଷ୍ୟମାନେ ଏପର୍ଯ୍ୟନ୍ତ ସମସ୍ତ ବିଷୟକୁ ଅଧୀନସ୍ଥ କରି ନାହାନ୍ତି I