12 lines
1.9 KiB
Markdown
12 lines
1.9 KiB
Markdown
|
# Does he ... do so by the works of the law, or by hearing with faith?
|
||
|
|
||
|
ପାଉଲ ଲୋକମାନେ କିପରି ଆତ୍ମାଙ୍କୁ ଗ୍ରହଣ କରନ୍ତି ଗାଲାତୀୟମାନଙ୍କୁ ସ୍ମରଣ କରାଇ ଦେବା ନିମନ୍ତେ ଅନ୍ୟଏକ ଅଳଙ୍କାରିକ ପ୍ରଶ୍ନ ପଚାରନ୍ତି । ଅନ୍ୟ ଏକ ଅନୁବାଦରେ: “ସେ ... ବ୍ୟବସ୍ଥାର କାର୍ଯ୍ୟ ଦ୍ବାରା କରନ୍ତି ନାହି; ସେ ଏହା ବିଶ୍ବାସର ସହିତ ଶୁଣିବା ଦ୍ବାରା କରନ୍ତି ।” (ଦେଖ: [[rc://*/ta/man/translate/figs-rquestion]])
|
||
|
|
||
|
# by the works of the law
|
||
|
|
||
|
ଏହା ସେହି ଲୋକମାନଙ୍କୁ ଉଲ୍ଲେଖ କରେ ଯେଉମାନେ ବ୍ୟବସ୍ଥା ଅନୁସାରେ କର୍ମ କରନ୍ତି । ଅନ୍ୟ ଏକ ଅନୁବାଦରେ: “କାରଣ ତୁମେମାନେ ତାହା କର ଯାହା ବ୍ୟବସ୍ଥା ଆମକୁ କରିବାକୁ କହେ”
|
||
|
|
||
|
# by hearing with faith
|
||
|
|
||
|
ଲୋକମାନେ ଯାହା ଶୁଣିଲେ ଏବଂ ଯାହା ଉପରେ ସେମାନେ ବିଶ୍ବାସ କଲେ ଏହାକୁ ତୁମ୍ଭମାନଙ୍କ ଭଷାରେ ସ୍ପଷ୍ଟ କରିବାକୁ ଆବଶ୍ୟକତା ହେଲେ ତାହା କରି ପାରିବ । ଅନ୍ୟଏକ ଆନୁବାଦରେ: “କାରଣ ତୁମେମାନେ ସୁସମାଚାର ଶୁଣିଅଛ ଏବଂ ଯୀଶୁଙ୍କଠାରେ ବିଶ୍ବାସ କରିଥିଲ” କିମ୍ବା “କାରଣ ତୁମେମାନେ ସୁସମାଚାର ଶୁଣିଅଛ ଏବଂ ଯୀଶୁଙ୍କଠାରେ ବିଶ୍ବାସ କରିଅଛ” (ଦେଖ: [[rc://*/ta/man/translate/figs-explicit]])
|