# Does he ... do so by the works of the law, or by hearing with faith? ପାଉଲ ଲୋକମାନେ କିପରି ଆତ୍ମାଙ୍କୁ ଗ୍ରହଣ କରନ୍ତି ଗାଲାତୀୟମାନଙ୍କୁ ସ୍ମରଣ କରାଇ ଦେବା ନିମନ୍ତେ ଅନ୍ୟଏକ ଅଳଙ୍କାରିକ ପ୍ରଶ୍ନ ପଚାରନ୍ତି । ଅନ୍ୟ ଏକ ଅନୁବାଦରେ: “ସେ ... ବ୍ୟବସ୍ଥାର କାର୍ଯ୍ୟ ଦ୍ବାରା କରନ୍ତି ନାହି; ସେ ଏହା ବିଶ୍ବାସର ସହିତ ଶୁଣିବା ଦ୍ବାରା କରନ୍ତି ।” (ଦେଖ: [[rc://*/ta/man/translate/figs-rquestion]]) # by the works of the law ଏହା ସେହି ଲୋକମାନଙ୍କୁ ଉଲ୍ଲେଖ କରେ ଯେଉମାନେ ବ୍ୟବସ୍ଥା ଅନୁସାରେ କର୍ମ କରନ୍ତି । ଅନ୍ୟ ଏକ ଅନୁବାଦରେ: “କାରଣ ତୁମେମାନେ ତାହା କର ଯାହା ବ୍ୟବସ୍ଥା ଆମକୁ କରିବାକୁ କହେ” # by hearing with faith ଲୋକମାନେ ଯାହା ଶୁଣିଲେ ଏବଂ ଯାହା ଉପରେ ସେମାନେ ବିଶ୍ବାସ କଲେ ଏହାକୁ ତୁମ୍ଭମାନଙ୍କ ଭଷାରେ ସ୍ପଷ୍ଟ କରିବାକୁ ଆବଶ୍ୟକତା ହେଲେ ତାହା କରି ପାରିବ । ଅନ୍ୟଏକ ଆନୁବାଦରେ: “କାରଣ ତୁମେମାନେ ସୁସମାଚାର ଶୁଣିଅଛ ଏବଂ ଯୀଶୁଙ୍କଠାରେ ବିଶ୍ବାସ କରିଥିଲ” କିମ୍ବା “କାରଣ ତୁମେମାନେ ସୁସମାଚାର ଶୁଣିଅଛ ଏବଂ ଯୀଶୁଙ୍କଠାରେ ବିଶ୍ବାସ କରିଅଛ” (ଦେଖ: [[rc://*/ta/man/translate/figs-explicit]])