or_tn/gal/02/12.md

20 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# Before
ସମୟର ସମ୍ଭଦ୍ଧରେ
# he stopped
ସେ ସେମାନଙ୍କ ସହିତ ଭୋଜନ କରିବା ବନ୍ଦ କଲେ
# He was afraid of those who were demanding circumcision
କେଫା ଭୟଭିତ ହୋଇଥିବା କାରଣ ସ୍ପଷ୍ଟ ଭାବରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ସେ ଭୟଭିତ ହୋଇ ଯାଇଥିଲେ ଯେପରିକି ସେ କିଛି ଭୂଲ କାର୍ଯ୍ୟ କରିଛନ୍ତି ଯେତେବେଲେ ସେ ସୁନ୍ନତ କିରବା ଆବଶ୍ୟକ କହୁଥିବା ଲୋକମାନଙ୍କୁ ବା ସୁନ୍ନତ ବିଷୟରେ ବିଚାର କରୁଥିବା ଲୋକମାନଙ୍କ ବିଷୟରେ କହୁଥିଲେ । ବା “ସେ ଭୟଭିତ ହୋଇଯାଇ ଥିଲେ ଯେ ଏହି ଲୋକମାନଙ୍କୁ ଦେଖି ଯେଉମାନେ ସୁନ୍ନତ ହେବା ବିଷୟରେ କହନ୍ତି ଯେପରି ସେ କିଛି ଭୁଲ କରିବା ସକାଶୁ ଦୋଷୀ ସାବ୍ୟସ୍ତ ହେବେ” (ଦେଖ: [[rc://*/ta/man/translate/figs-explicit]])
# those who were demanding circumcision
ଯେଉଁ ଯିହୁଦୀମାନେ ଖ୍ରୀଷ୍ଟିୟାନ ହୋଇଥିଲେ, କିନ୍ତୁ ଯେଉଁମାନେ ଏହା ସର୍ତ୍ତ ରଖିଲେ ଯେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି ସେମାନେ ଯିହୁଦୀ ପ୍ରଥା ଅନୁସାରେ ଜୀବନ ଅତିବାହିତ କଲେ
# kept away from
ଦୂରରେ ରହିଲେ କିମ୍ବା “ପରିତ୍ୟାଗ କଲେ”