or_tn/eph/04/26.md

8 lines
844 B
Markdown
Raw Permalink Normal View History

2020-11-19 00:15:53 +00:00
# Be angry and do not sin
ତୁମ୍ଭେମାନେ କ୍ରୋଧ କରିପାର, କିନ୍ତୁ ପାପ କର ନାହିଁ, କିମ୍ବା “ଯଦି କ୍ରୋଧ କର, ପାପ କର ନାହିଁ”
# Do not let the sun go down on your anger
ସୂର୍ଯ୍ୟ ଅସ୍ତହେବା ଅର୍ଥ ରାତ୍ରି ଆସିଯିବା, କିମ୍ବା ଦିନ ଶେଷ ହୋଇଯିବା I ବିକଳ୍ପ ଅନୁବାଦ: “ରାତ୍ରି ଆସିବା ପୂର୍ବରୁ ତୁମ୍ଭକୁ କ୍ରୋଧ ପରିତ୍ୟାଗ କରିବାକୁ ହେବ” କିମ୍ବା ଦିନ ଶେଷ ହେବା ପୂର୍ବରୁ ତୁମ୍ଭଠାରୁ କ୍ରୋଧ ଚାଲିଯାଉ” (ଦେଖ: [[rc://*/ta/man/translate/figs-metonymy]])