# Be angry and do not sin ତୁମ୍ଭେମାନେ କ୍ରୋଧ କରିପାର, କିନ୍ତୁ ପାପ କର ନାହିଁ, କିମ୍ବା “ଯଦି କ୍ରୋଧ କର, ପାପ କର ନାହିଁ” # Do not let the sun go down on your anger ସୂର୍ଯ୍ୟ ଅସ୍ତହେବା ଅର୍ଥ ରାତ୍ରି ଆସିଯିବା, କିମ୍ବା ଦିନ ଶେଷ ହୋଇଯିବା I ବିକଳ୍ପ ଅନୁବାଦ: “ରାତ୍ରି ଆସିବା ପୂର୍ବରୁ ତୁମ୍ଭକୁ କ୍ରୋଧ ପରିତ୍ୟାଗ କରିବାକୁ ହେବ” କିମ୍ବା ଦିନ ଶେଷ ହେବା ପୂର୍ବରୁ ତୁମ୍ଭଠାରୁ କ୍ରୋଧ ଚାଲିଯାଉ” (ଦେଖ: [[rc://*/ta/man/translate/figs-metonymy]])