16 lines
1.8 KiB
Markdown
16 lines
1.8 KiB
Markdown
|
# the Gentiles are fellow heirs ... through the gospel
|
|||
|
|
|||
|
ଏହି ନିଗୂଢ ତତ୍ତ୍ବ ବିଷୟରେ ବୁଝାଇବାକୁ ପାଉଲ ପୂର୍ବ ପଦରେ ଆରମ୍ଭ କରିଛନ୍ତି I ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିବା ବିଜାତିମାନେ ମଧ୍ୟ ଯିହୂଦୀ ବିଶ୍ବାସୀମାନଙ୍କ ସଦୃଶ ସମାନ ବିଷୟ ପ୍ରାପ୍ତ ହୁଅନ୍ତି I
|
|||
|
|
|||
|
# fellow members of the body
|
|||
|
|
|||
|
ମଣ୍ଡଳୀକୁ ପ୍ରାୟତଃ ଖ୍ରୀଷ୍ଟଙ୍କର ଶରୀର ଭାବରେ ବୁଝାଯାଇଥାଏ I (ଦେଖ: [[rc://*/ta/man/translate/figs-metaphor]])
|
|||
|
|
|||
|
# in Christ Jesus
|
|||
|
|
|||
|
ଖ୍ରୀଷ୍ଟ ଯୀଶୁଙ୍କଠାରେ ଓ ସେହିପରି ଭାବଗୁଡିକ ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ର ଗୁଡିକରେ ବାରମ୍ବାର ଦେଖିବାକୁ ମିଳେ I ସେଗୁଡିକ ଖ୍ରୀଷ୍ଟ ଓ ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏକ ଯଥାସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ I
|
|||
|
|
|||
|
# through the gospel
|
|||
|
|
|||
|
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସୁସମାଚାର ସକାଶୁ ବିଜାତିମାନେ ପ୍ରତିଜ୍ଞାର ସହଭାଗୀ ଅଟନ୍ତି କିମ୍ବା ୨) ସୁସମାଚାର ସକାଶୁ ବିଜାତିମାନେ ଉତ୍ତରାଧିକାରୀ ଓ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ସ୍ବରୂପ ଏବଂ ପ୍ରତିଜ୍ଞାର ସହଭାଗୀ ଅଟନ୍ତି I
|