or_tn/eph/02/15.md

12 lines
787 B
Markdown
Raw Permalink Normal View History

2020-11-19 00:15:53 +00:00
# he abolished the law of commandments and regulations
ଯୀଶୁଙ୍କର ରକ୍ତ ମୋଶାଙ୍କ ବ୍ୟବସ୍ଥାର ସନ୍ତୋଷର କାରଣ ହେଲା, ଯେପରି ଯିହୂଦୀ ଓ ବିଜାତିମାନେ ଈଶ୍ବରଙ୍କଠାରେ ଶାନ୍ତିରେ ବାସ କରିପାରିବେ I
# one new man
ଏକ ଏକକ ନୂଆ ଲୋକ, ମୁକ୍ତିପ୍ରାପ୍ତ ମନୁଷ୍ୟ ଜାତି (ଦେଖ: [[rc://*/ta/man/translate/figs-metaphor]])
# in himself
ଖ୍ରୀଷ୍ଟଙ୍କ ସହିତ ସମ୍ମିଳନ ହିଁ ଯିହୂଦୀ ଓ ବିଜାତିମାନଙ୍କ ମଧ୍ୟରେ ପୁନର୍ମିଳନକୁ ସମ୍ଭବ କରିଥାଏ I