# he abolished the law of commandments and regulations ଯୀଶୁଙ୍କର ରକ୍ତ ମୋଶାଙ୍କ ବ୍ୟବସ୍ଥାର ସନ୍ତୋଷର କାରଣ ହେଲା, ଯେପରି ଯିହୂଦୀ ଓ ବିଜାତିମାନେ ଈଶ୍ବରଙ୍କଠାରେ ଶାନ୍ତିରେ ବାସ କରିପାରିବେ I # one new man ଏକ ଏକକ ନୂଆ ଲୋକ, ମୁକ୍ତିପ୍ରାପ୍ତ ମନୁଷ୍ୟ ଜାତି (ଦେଖ: [[rc://*/ta/man/translate/figs-metaphor]]) # in himself ଖ୍ରୀଷ୍ଟଙ୍କ ସହିତ ସମ୍ମିଳନ ହିଁ ଯିହୂଦୀ ଓ ବିଜାତିମାନଙ୍କ ମଧ୍ୟରେ ପୁନର୍ମିଳନକୁ ସମ୍ଭବ କରିଥାଏ I