or_tn/eph/02/01.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ବିଶ୍ବାସୀମାନଙ୍କୁ ସେମାନଙ୍କର ପୂର୍ବ ଜୀବନକୁ ଓ ବର୍ତ୍ତମାନ ଈଶ୍ବରଙ୍କ ସମ୍ମୁଖରେ ସେମାନେ କିପରି ଅଛନ୍ତି, ସେ ବିଷୟକୁ ସ୍ମରଣ କରାଇ ଦେଉଛନ୍ତି I
# you were dead in your trespasses and sins
ଏହା ଦେଖାଉଅଛି ଯେ ଜଣେ ଶାରୀରିକଭାବେ ମୃତ ଲୋକ ଯେପରି କିଛି ପ୍ରତ୍ୟୁତ୍ତର ଦିଏ ନାହିଁ , ଠିକ୍ ସେପରି ପାପରେ ପରିପୂର୍ଣ୍ଣ ଲୋକମାନେ ଈଶ୍ବରଙ୍କର ବାଧ୍ୟ ହେବାକୁ ଅକ୍ଷମ ଅଟନ୍ତି I
# your trespasses and sins
“ଅପରାଧ” ଓ “ପାପ” ସମାନ ଅର୍ଥବୋଧକ ଅଟନ୍ତି I ପାଉଲ ଲୋକମାନଙ୍କ ପାପର ଭୟାନକତାକୁ ଜୋର୍ ଦେବାପାଇଁ ସେଗୁଡିକ ବ୍ୟବହାର କରୁଛନ୍ତି I (ଦେଖ: [[rc://*/ta/man/translate/figs-doublet]])