# Connecting Statement: ପାଉଲ ବିଶ୍ବାସୀମାନଙ୍କୁ ସେମାନଙ୍କର ପୂର୍ବ ଜୀବନକୁ ଓ ବର୍ତ୍ତମାନ ଈଶ୍ବରଙ୍କ ସମ୍ମୁଖରେ ସେମାନେ କିପରି ଅଛନ୍ତି, ସେ ବିଷୟକୁ ସ୍ମରଣ କରାଇ ଦେଉଛନ୍ତି I # you were dead in your trespasses and sins ଏହା ଦେଖାଉଅଛି ଯେ ଜଣେ ଶାରୀରିକଭାବେ ମୃତ ଲୋକ ଯେପରି କିଛି ପ୍ରତ୍ୟୁତ୍ତର ଦିଏ ନାହିଁ , ଠିକ୍ ସେପରି ପାପରେ ପରିପୂର୍ଣ୍ଣ ଲୋକମାନେ ଈଶ୍ବରଙ୍କର ବାଧ୍ୟ ହେବାକୁ ଅକ୍ଷମ ଅଟନ୍ତି I # your trespasses and sins “ଅପରାଧ” ଓ “ପାପ” ସମାନ ଅର୍ଥବୋଧକ ଅଟନ୍ତି I ପାଉଲ ଲୋକମାନଙ୍କ ପାପର ଭୟାନକତାକୁ ଜୋର୍ ଦେବାପାଇଁ ସେଗୁଡିକ ବ୍ୟବହାର କରୁଛନ୍ତି I (ଦେଖ: [[rc://*/ta/man/translate/figs-doublet]])