or_tn/act/28/19.md

16 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# the Jews
ଏହାର ଅର୍ଥ ନୁହେଁ ଯେ ସମସ୍ତ ଯିହୂଦୀମାନେ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନେ” (ଦେଖ: [[rc://*/ta/man/translate/figs-synecdoche]])
# spoke against their desire
ରୋମୀୟ ଅଧିକାରୀମାନେ ଯାହା କରିବାକୁ ଚାହିଁଥିଲେ ତାହା ବିରୁଦ୍ଧରେ ଅଭିଯୋଗ କଲେ
# I was forced to appeal to Caesar
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୋତେ କାଇସରଙ୍କ ସମ୍ମୁଖରେ ବିଚାରିତ ହେବାନିମନ୍ତେ ପ୍ରାର୍ଥନା କରିବାକୁ ପଡ଼ିଲା” (ଦେଖ: [[rc://*/ta/man/translate/figs-activepassive]])
# although it is not as if I were bringing any accusation against my nation
ଗୁଣବାଚକ ବିଶେଷ୍ୟ “ଅଭିଯୋଗ”କୁ “ଅଭିଯୋଗକରିବା” କ୍ରିୟାଭାବରେ କୁହାଯାଇପାରିବ I ଏଠାରେ “ଜାତି” ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “କିନ୍ତୁ ମୁଁ ଯେ ମୋ ଜାତିର ଲୋକମାନଙ୍କ ବିରୁଦ୍ଧରେ କାଇସରଙ୍କ ସମ୍ମୁଖରେ ଅଭିଯୋଗ କରିବାକୁ ଚାହୁଁଥିଲି, ତାହା ନୁହେଁ""(ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-metonymy]])