# the Jews ଏହାର ଅର୍ଥ ନୁହେଁ ଯେ ସମସ୍ତ ଯିହୂଦୀମାନେ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନେ” (ଦେଖ: [[rc://*/ta/man/translate/figs-synecdoche]]) # spoke against their desire ରୋମୀୟ ଅଧିକାରୀମାନେ ଯାହା କରିବାକୁ ଚାହିଁଥିଲେ ତାହା ବିରୁଦ୍ଧରେ ଅଭିଯୋଗ କଲେ # I was forced to appeal to Caesar ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୋତେ କାଇସରଙ୍କ ସମ୍ମୁଖରେ ବିଚାରିତ ହେବାନିମନ୍ତେ ପ୍ରାର୍ଥନା କରିବାକୁ ପଡ଼ିଲା” (ଦେଖ: [[rc://*/ta/man/translate/figs-activepassive]]) # although it is not as if I were bringing any accusation against my nation ଗୁଣବାଚକ ବିଶେଷ୍ୟ “ଅଭିଯୋଗ”କୁ “ଅଭିଯୋଗକରିବା” କ୍ରିୟାଭାବରେ କୁହାଯାଇପାରିବ I ଏଠାରେ “ଜାତି” ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “କିନ୍ତୁ ମୁଁ ଯେ ମୋ ଜାତିର ଲୋକମାନଙ୍କ ବିରୁଦ୍ଧରେ କାଇସରଙ୍କ ସମ୍ମୁଖରେ ଅଭିଯୋଗ କରିବାକୁ ଚାହୁଁଥିଲି, ତାହା ନୁହେଁ""(ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-metonymy]])