or_tn/act/28/13.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଆପ୍ପିୟ ରାସ୍ତା ବୋଲି କୁହାଯାଉଥିବା ମୁଖ୍ଯ ରାଜରାସ୍ତାରେ ଆପ୍ପିୟଙ୍କହାଟ ଓ ତିନି ସରେଇଘର ନାମକ ଲୋକପ୍ରିୟ ହାଟ ଏବଂ ପାନ୍ଥଶାଳା ଥିଲା; ଏହା ରୋମ୍ ନଗରର ଦକ୍ଷିଣକୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ I (ଦେଖ: [[rc://*/ta/man/translate/translate-names]])
# city of Rhegium
ଇତାଲିଆର ଦକ୍ଷିଣପଶ୍ଚିମ ଶିଖରେ ଏହି ବନ୍ଦର ନଗରୀ ଅବସ୍ଥିତ I (ଦେଖ: [[rc://*/ta/man/translate/translate-names]])
# a south wind sprang up
ଦକ୍ଷିଣା ପବନ ବହିବକୁ ଆରମ୍ଭ କଲା
# city of Puteoli
ଇତାଲିଆର ପଶ୍ଚିମ ଉପକୂଳରେ ଆଧୁନିକ ନାପେଲ୍ସରେ ପୁତେଅଲୀ ଅବସ୍ଥିତ I (ଦେଖ: [[rc://*/ta/man/translate/translate-names]])