or_tn/act/25/24.md

12 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# all the multitude of Jews
ଯିହୂଦୀମାନଙ୍କର ବହୁସଂଖ୍ୟକ ଲୋକ ପାଉଲଙ୍କର ମୃତ୍ୟୁ ଚାହୁଁଥିବା ବିଷୟକୁ ଗୁରୁତ୍ବ ଦେବାପାଇଁ “ସମସ୍ତେ” ଶବ୍ଦର ବ୍ୟବହାର ଏକ ଅତିରଂଜନ I ବିକଳ୍ପ ଅନୁବାଦ: ""ବହୁସଂଖ୍ୟକ ଯିହୂଦୀଲୋକମାନେ” କିମ୍ବା “ଅନେକ ଯିହୂଦୀ ନେତାମାନେ” (ଦେଖ: [[rc://*/ta/man/translate/figs-hyperbole]])
# they shouted to me
ସେମାନେ ଆମ୍ଭକୁ ଅତି ଦୃଢ଼ଭାବରେ କହିଲେ
# he should no longer live
ସକରାତ୍ମକ କଥାକୁ ଗୁରୁତ୍ବ ଦେବାପାଇଁ ଏହି ଉକ୍ତିକୁ ନକରାତ୍ମକ କରାଯାଇଛି I ବିକଳ୍ପ ଅନୁବାଦ: “ସେ ତତ୍କାଳ ମରିବା ଉଚିତ” (ଦେଖ: [[rc://*/ta/man/translate/figs-litotes]])