# all the multitude of Jews ଯିହୂଦୀମାନଙ୍କର ବହୁସଂଖ୍ୟକ ଲୋକ ପାଉଲଙ୍କର ମୃତ୍ୟୁ ଚାହୁଁଥିବା ବିଷୟକୁ ଗୁରୁତ୍ବ ଦେବାପାଇଁ “ସମସ୍ତେ” ଶବ୍ଦର ବ୍ୟବହାର ଏକ ଅତିରଂଜନ I ବିକଳ୍ପ ଅନୁବାଦ: ""ବହୁସଂଖ୍ୟକ ଯିହୂଦୀଲୋକମାନେ” କିମ୍ବା “ଅନେକ ଯିହୂଦୀ ନେତାମାନେ” (ଦେଖ: [[rc://*/ta/man/translate/figs-hyperbole]]) # they shouted to me ସେମାନେ ଆମ୍ଭକୁ ଅତି ଦୃଢ଼ଭାବରେ କହିଲେ # he should no longer live ସକରାତ୍ମକ କଥାକୁ ଗୁରୁତ୍ବ ଦେବାପାଇଁ ଏହି ଉକ୍ତିକୁ ନକରାତ୍ମକ କରାଯାଇଛି I ବିକଳ୍ପ ଅନୁବାଦ: “ସେ ତତ୍କାଳ ମରିବା ଉଚିତ” (ଦେଖ: [[rc://*/ta/man/translate/figs-litotes]])