or_tn/act/25/02.md

8 lines
755 B
Markdown
Raw Permalink Normal View History

2020-11-19 00:15:53 +00:00
# The chief priest and the prominent Jews brought accusations against Paul
ଏହା ଦୋଷାରୋପଗୁଡିକ ବିଷୟରେ ଏପରି କହେ ଯେ ସତେ ଯେପରି ସେଗୁଡିକ ଗୋଟିଏ ପଦାର୍ଥ ଯାହା ଜଣେ ଆଉଜଣକ ପାଖକୁ ଆଣିପାରିବ I ବିକଳ୍ପ ଅନୁବାଦ: “ମହାଯାଜକ ଓ ମୁଖ୍ୟ ଯିହୂଦୀମାନେ ଫେଷ୍ଟଙ୍କ ପାଖକୁ ପାଉଲଙ୍କ ବିଷୟରେ ଦୋଷାରୋପ ଆଣିଲେ” (ଦେଖ: [[rc://*/ta/man/translate/figs-metaphor]])
# they urged him
ଏଠାରେ “ତାହାଙ୍କୁ” ଶବ୍ଦ ଫେଷ୍ଟଙ୍କୁ ବୁଝାଏ I