# The chief priest and the prominent Jews brought accusations against Paul ଏହା ଦୋଷାରୋପଗୁଡିକ ବିଷୟରେ ଏପରି କହେ ଯେ ସତେ ଯେପରି ସେଗୁଡିକ ଗୋଟିଏ ପଦାର୍ଥ ଯାହା ଜଣେ ଆଉଜଣକ ପାଖକୁ ଆଣିପାରିବ I ବିକଳ୍ପ ଅନୁବାଦ: “ମହାଯାଜକ ଓ ମୁଖ୍ୟ ଯିହୂଦୀମାନେ ଫେଷ୍ଟଙ୍କ ପାଖକୁ ପାଉଲଙ୍କ ବିଷୟରେ ଦୋଷାରୋପ ଆଣିଲେ” (ଦେଖ: [[rc://*/ta/man/translate/figs-metaphor]]) # they urged him ଏଠାରେ “ତାହାଙ୍କୁ” ଶବ୍ଦ ଫେଷ୍ଟଙ୍କୁ ବୁଝାଏ I