or_tn/act/20/12.md

4 lines
568 B
Markdown
Raw Permalink Normal View History

2020-11-19 00:15:53 +00:00
# the boy
ଏହା ଇଉତୁଖଙ୍କୁ ବୁଝାଏ([ପ୍ରେରିତ :୯](../20/09.md))I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେ ୧୪ ବର୍ଷରୁ ଅଧିକ ବୟସର ଜଣେ ଯୁବା ଲୋକ ଥିଲା କିମ୍ବା ) ସେ ଜଣେ ୯ ରୁ ୧୪ ବର୍ଷର ବାଳକ ଥିଲା ଅବା ୩) “ବାଳକ” ଶବ୍ଦ ସୂଚିତ କରେ ଯେ ସେ ଜଣେ ଦାସ କିମ୍ବା ଜଣେ କ୍ରୀତଦାସ ଥିଲା I