# the boy ଏହା ଇଉତୁଖଙ୍କୁ ବୁଝାଏ([ପ୍ରେରିତ ୨୦:୯](../20/09.md))I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେ ୧୪ ବର୍ଷରୁ ଅଧିକ ବୟସର ଜଣେ ଯୁବା ଲୋକ ଥିଲା କିମ୍ବା ୨) ସେ ଜଣେ ୯ ରୁ ୧୪ ବର୍ଷର ବାଳକ ଥିଲା ଅବା ୩) “ବାଳକ” ଶବ୍ଦ ସୂଚିତ କରେ ଯେ ସେ ଜଣେ ଦାସ କିମ୍ବା ଜଣେ କ୍ରୀତଦାସ ଥିଲା I