or_tn/act/19/17.md

8 lines
682 B
Markdown
Raw Permalink Normal View History

2020-11-19 00:15:53 +00:00
# the name of the Lord Jesus was honored
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ପ୍ରଭୁଯୀଶୁଙ୍କର ନାମକୁ ସମ୍ଭ୍ରମ ଦେଲେ” କିମ୍ବା “ସେମାନେ ପ୍ରଭୁଯୀଶୁଙ୍କର ନାମକୁ ମହାନ୍ ବୋଲି ବିବେଚନା କଲେ” (ଦେଖ: [[rc://*/ta/man/translate/figs-activepassive]])
# the name
ଏହା ଯୀଶୁଙ୍କର ଶକ୍ତି ଓ ଅଧିକାରକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])